This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ସଂସଦୀୟ କାର୍ଯ୍ୟଳୟ ଠାରେ ଜନ ଅଭିଯୋଗ ଶୁଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
Bhubaneswar M Corp, Khordha | Sep 28, 2025
ଆଜି ଭୁବନେଶ୍ୱର ସଂସଦୀୟ କାର୍ଯ୍ୟଳୟ ଠାରେ ଜନ ଅଭିଯୋଗ ଶୁଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ଜନ ଶୁଣାଣି କରି ଜନ ସାଧାରଣଙ୍କ ସମସ୍ୟା ସିଧାସଳଖ ଭାବେ ଶୁଣି ସମସ୍ୟା ସମାଧାନ ପାଇଁ ପ୍ରୟାସ କରିଛନ୍ତି ସାଂସଦ | କିଛି ସମସ୍ୟା ବିଭାଗୀୟ ଅଧିକାରୀ ଙ୍କ ଦ୍ୱାରା ତୁରନ୍ତ ସମାଧାନ ହୋଇଥିବା ବେଳେ ଆଉ କିଛି ସମସ୍ୟା ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ମହୋଦୟା | ଶେଷରେ ସେ କହିଛନ୍ତି ମୁଁ ସଦା ସର୍ବଦା ଭୁବନେଶ୍ୱର ବାସୀ ଙ୍କ ସହିତ ଥିଲି ଆଉ ଆଗକୁ ମଧ୍ୟ ଅଛି, ଜନ ସାଧାରଣ ଙ୍କର ପ୍ରତ୍ୟେକଟି ସମସ୍ୟା ର ସମାଧାନ ପାଇଁ ମୁଁ ପ୍ରତିଶ୍ରୁତି ବଦ୍ଧ|