This browser does not support the video element.
ସୁନ୍ଦରଗଡ ସହର: ମସ୍ନିକାନିରେ ଟ୍ରକ ଧକ୍କାରେ ଜଣେ ଗୁରୁତର
Sundargarh Town, Sundargarh | Aug 23, 2025
ସୁନ୍ଦରଗଡ ଶନିବାର ଦିନ ୧୧ ଟା ୩୦ ମିନିଟ୍ ସମୟର ସୂଚନା ଅନୁଯାୟୀ ମସ୍ନିକାନି ରେ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ସୂଚନା ରାସ୍ତା ପାର କଲା ବେଳେ ଟ୍ରକ୍ ଦେଲା ଧକା