Download Now Banner

This browser does not support the video element.

ବଡସାହି: ବେତନଟୀଥାନାରେ କାର୍ଯ୍ୟରତ ୨ଜଣ ସବ ଇନ୍ସପେକ୍ଟର,ଜଣେ ଏଏସଆଇଙ୍କ ସମେତ ବଡଜାମବଣି ଫାଣ୍ଡି ଅଧିକାରୀଙ୍କ ବଦଳି ନିର୍ଦେଶ ଜାରିକଲେ ମୟୁରଭଞ୍ଜ ଏସପି

Barsahi, Mayurbhanj | Sep 5, 2025
ମୟୁରଭଞ୍ଜ ଜିଲ୍ଲାର ୨୯ଜଣ ସବ ଇନ୍ସପେକ୍ଟର ଏବଂ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ମାନଙ୍କର ବଦଳି ନେଇ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଶୁକ୍ରବାର ରାତି ଦଶଟାରେ ବଦଳି ନିର୍ଦେଶ ଜାରି କରିଥିବା ବେଳେ ଏଥିରେ ବେତନଟୀ ଥାନାର ଦୁଇଜଣ ସବ ଇନ୍ସପେକ୍ଟର ଏବଂ ଜଣେ ଆସିଷ୍ଟାଣ୍ଟ ସବିନ୍ସପେକ୍ଟରଙ୍କ ସମେତ ବଡଜାମବଣି ଫାଣ୍ଡି ଅଧିକାରୀଙ୍କର ବଦଳି ହୋଇଛି l
Read More News
T & CPrivacy PolicyContact Us