Download Now Banner

This browser does not support the video element.

ଯାଜପୁର: ବିଂଝାରପୁର ରେ ବିଧାୟିକା ଏନଏସି ପାଇଁ ଧାରଣାକୁ ନେଇ କୁଆଖିଆରେ ପ୍ରଶ୍ନ କଲେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ

Jajapur, Jajpur | Sep 10, 2025
ବିଂଝାରପୁର ରେ ବିଧାୟିକା ଏନଏସି ପାଇଁ ଧାରଣାକୁ ନେଇ କୁଆଖିଆରେ ପ୍ରଶ୍ନ କଲେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ l ସୂଚନା ଅନୁଯାୟୀ ବିଂଝାରପୁରକୁ ଏନଏସି ଘୋଷଣା ପାଇଁ ରାଜନୀତି ଜୋର ଧରିଛି l ସେପଟେ ଆଜି ବିଧାୟିକା ପ୍ରମିଳା ମଲ୍ଲିକ ଏନଏସି ପାଇଁ ଧାରଣାକୁ ନେଇ ତାସଲ୍ୟ କରିଛନ୍ତି ଶ୍ରୀ ରାୟ l ଶ୍ରୀ ରାୟ କହିଛନ୍ତି 24 ବର୍ଷ ହେଲା କରୁଥିଲେ କଣ l କାହିଁ ସେତେବେଳେ ଏନଏସି ପାଇଁ ବିଜେଡି ଲାଗିଲାନାହିଁ l
Read More News
T & CPrivacy PolicyContact Us