Download Now Banner

This browser does not support the video element.

ବୌଦ୍ଧ ସଦର: ବଡ ବାଗବର ଗ୍ରାମରେ ନୂଆଁଖାଇ ଜୁହାର୍ ଭେଟ କାର୍ଯ୍ୟକ୍ରମ ଆୟୋଜିତ

Baudh Sadar, Boudh (Bauda) | Sep 4, 2025
ଗୁରୁବାର ହରଭଙ୍ଗା ବ୍ଲକ ରାଧାନଗର୍ ଗ୍ରାମ ପଞ୍ଚାୟତ ବଡ ବାଗବର ଗ୍ରାମରେ ଆଜି ଗ୍ରାମବାସୀ ନୂଆଖାଇ ଜୁହାର୍ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆଜି ଗ୍ରାମର 30 ଟି ପରିବାରର ଶତାଧିକ ସଦସ୍ୟ ଗ୍ରାମର ଶ୍ରୀ ଜଗନ୍ନାଥ ଓ ଦେବୀ ପୀଠରେ ନବାନ୍ନ ଲଗାଇବା ପରେ ଏକାଠି ନୁଆଁଖାଇବା ସହ ସନ୍ଧ୍ୟାରେ ନୁଆଁ ଖାଇ ଜୁହାର ଭେଟ ଆୟୋଜିତ ହୋଇଥିଲା | କନିଷ୍ଠ ସଦସ୍ୟ ମାନେ ବରିଷ୍ଠ ମାନଙ୍କୁ ନୁଆଁ ଖାଇ ଜୁହାର କରିଥିଲେ |
Read More News
T & CPrivacy PolicyContact Us