Download Now Banner

This browser does not support the video element.

ଲାଞ୍ଜିଗଡ: ଥୁଆମୁଳ ରାମପୁର ଠାରେ ଆରାଧ୍ୟା ଦେବୀ ମାଁ ମାଣିକେଶ୍ବରୀ ଏବଂ ଭୈରବ ଦେବଙ୍କ ଗାଦିଆ ବସା ପର୍ବ ଅନୁଷ୍ଠିତ

Lanjigarh, Kalahandi | Sep 8, 2025
ସୋମବାର ଭାଦ୍ରବ କୃଷ୍ଣ ପକ୍ଷ ପ୍ରତିପଦା । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବୀ ମାଁ ମାଣିକେଶ୍ବରୀ ଏବଂ ଭୈରବ ଦେବଙ୍କ ଗାଦିଆ ବସା ପର୍ବ ଅନୁଷ୍ଠିତ ହେଇଯାଇଛି। ଉଭୟ ଦେବୀ ମାଁ ମାଣିକେଶ୍ବରୀ ଏବଂ ଭୈରବ ଦେବଙ୍କ କାଳିସୀ ଦେହରେ ଦେବୀ ମାଁ ମାଣିକେଶ୍ବରୀ ଏବଂ ଭୈରବ ସବାର ହେଇଥିଲେ। ଏହାପରେ ପାରମ୍ପରିକ ବାଜା ସହ ନଗର ପରିକ୍ରମା କରିଥିଲେ। ସନ୍ଧ୍ୟାରେ ଭୈରବ ଦେବଙ୍କ ପୀଠ ସମ୍ମୁଖରେ ଉଭୟ ଦେବା ଦେବୀଙ୍କର କାଳିସୀ ପହଞ୍ଚିବା ପରେ ଗାଦିଆ ବସା ପର୍ବ ଅନୁଷ୍ଠିତ ହେଇଥିଲା।
Read More News
T & CPrivacy PolicyContact Us