Download Now Banner

This browser does not support the video element.

ବଡସାହି: ବେତନଟୀ ଜଗନ୍ନାଥ ମନ୍ଦିର ନିକଟରେ ସ୍କୁଟି ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର, ଉଦ୍ଧାର କଲା ପୋଲିସ

Barsahi, Mayurbhanj | May 19, 2025
ବେତନଟୀ ଉପକଣ୍ଠ ଉଠାଣି ଜଗନ୍ନାଥ ମନ୍ଦିର ନିକଟରେ ସୋମବାର ଅପରାହ୍ନ ତିନିଟାରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ୱାମୀସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ଓଡି ୧୧ଏଭି -୯୧୦୧ନମ୍ବର ବିଶିଷ୍ଟ ବ୍ୟାଟେରୀ ଚାଳିତ ସ୍କୁଟିଯୋଗେ ବଡ଼ସାହି ଥାନା ଅଧୀନ ପତରାପଦା ଗ୍ରାମର ପୂର୍ଣଚନ୍ଦ୍ର ବାରିକଙ୍କ ପୁଅ ସତ୍ୟବ୍ରତ ବାରିକ ନିଜର ସ୍ତ୍ରୀ ଦୀପ୍ତି ବେହେରାଙ୍କ ସହିତ ବଡ଼ସାହି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା l
Read More News
T & CPrivacy PolicyContact Us