Download Now Banner

This browser does not support the video element.

ପାରଳାଖେମୁଣ୍ଡି: କଇଁପୁର ଠାରେ ପରିପୂର୍ତ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ।

Paralakhemundi, Gajapati | Aug 22, 2025
କଇଁପୁର ଠାରେ ପରିପୂର୍ତ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ। ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ଗ୍ରାମ ପଞ୍ଚାୟତ ଠାରେ ଆଜି ଏଗାରଟା ବେଳେ ଜନ ସୁରକ୍ଷା ଯୋଜନା ଏବଂ ବ୍ୟାଙ୍କ ସେବା ପରିପୂର୍ତ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ସ୍ଥାନୀୟ ସରପଞ୍ଚ ଜୟନ୍ତୀ ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଜପତି ଜିଲ୍ଲା ଅଗ୍ରଣୀ ଅଧୀକାରୀ ଶ୍ରୀ ସନ୍ତୋଷ କୁମାର ମିଶ୍ର ଓ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ନିବନ୍ଧକ ଶ୍ରୀ ମହେଶ୍ବର ମଣ୍ଡଳ କେନ୍ଦ୍ର ସରକାରଙ୍କ ବୀମା, ପେନସନ୍ ସମ୍ବନ୍ଧୀୟ ଜନ ସୁରକ୍ଷା ଯୋଜନା ଏବଂ ପରିପୂର୍ତ୍ତୀ କ
Read More News
T & CPrivacy PolicyContact Us