Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ନୟାପଲ୍ଲୀ ଫ୍ଲାଏ ଓଭର୍‌ ବ୍ରିଜ୍‌ରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟି

Bhubaneswar M Corp, Khordha | Sep 1, 2025
ପୁଣି ଜଳିଗଲା ଇଲେକ୍ଟ୍ରିକ୍‌ ସ୍କୁଟି । ଭୁବନେଶ୍ୱର ନୟାପଲ୍ଲୀ ଫ୍ଲାଏ ଓଭର୍‌ ବ୍ରିଜ୍‌ରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟି । ସୂଚନା ଅନୁସାରେ ନୟାପଲ୍ଲୀ ଓଭରବ୍ରିଜରେ ହୁତୁହୁତୁ ହୋଇ ଜଳିଗଲା ଇଭି ସ୍କୁଟି । ରାଜରାସ୍ତାରେ ଗାଡିଟି ହଠାତ ଜଳିଯିବା ଦେଖି ଲୋକେ ତାଯୁବ । ସ୍କୁଟି ଅଳ୍ପ ଟିକେ ନିଆଁ ଲାଗିବାରୁ ଗାଡିଟିକୁ ପାର୍ଶ୍ୱକୁ ନେଇ ରଖିଦେଇଥିଲେ ଚାଳକ। ଫଳରେ ଅଳ୍ପକେ ବର୍ତ୍ତିଯାଇ ଛନ୍ତି ଚାଳକ । କେଉଁ କାରଣରୁ ଗାଡିଟି ଜଳିଛି ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
Read More News
T & CPrivacy PolicyContact Us