Download Now Banner

This browser does not support the video element.

ପାଟଣାଗଡ: ମାଲିଝର ଏବଂ ତଅଲା ରେ ଅବକାରୀ ଚଢ଼ାଉ, ଦୁଇ ଗିରଫ

Patnagarh, Balangir | Sep 26, 2025
ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ମଦ ବିକ୍ରି ବନ୍ଦ କରୁଛନ୍ତି ।ଶୁକ୍ରବାର ଦିନ ପାଟଣାଗଡ଼ ଅବକାରୀ ବିଭାଗ ବେଲପଡା ଥାନା ଅନ୍ତର୍ଗତ ମାଲିଝର ଗ୍ରାମରେ ଚଢ଼ାଉ କରି ଜଗଦୀଶ ଧରୁଆ ଙ୍କ ଠାରୁ ୩୦ଲିଟର ଦେଶୀ ରନ୍ଧା ମଦ ଜବତ କରି ଥିଲେ ।ସେହିପରି ତଅଲା ର ବସୁ ମାଝି ଠାରୁ ଆଠ ଲିଟର ବିଦେଶୀ ମଦ ଜବତ କରିଥିଲେ ।ଉଭୟ ଅଭିଯୁକ୍ତକୁ ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି ।
Read More News
T & CPrivacy PolicyContact Us