This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଜାମ୍ବଣୀ ଠାରେ ବିଶ୍ରାମ ଗୃହ ଉଦ୍ଘାଟନ କଲେ ବିଧାୟକ
Bhadrak Rural, Bhadrak | Sep 21, 2025
ଯୁବ ସମାଜସେବୀ ଙ୍କ ପ୍ରଚେଷ୍ଟାରେ ନିର୍ମାଣ ହେଲା ଯାତ୍ରୀ ବିଶ୍ରାମ ଗୃହ ଉଦ୍ଘାଟନ କଲେ ବିଧାୟକ:- ଏକ ସୁନ୍ଦର ସମାଜ ଗଢିତୋଳିବା ପାଇଁ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ନିଜ ଅଞ୍ଚଳର ବାସିନ୍ଦା ତଥା ପଥଚାରୀ ଙ୍କ ସୁରକ୍ଷା ଓ ସୁବିଧା କୁ ନଜରରେ ରଖି ଯୁବ ସମାଜସେବୀ ଦିଲ୍ଲିପ ସ୍ବାଇଁ ଏକ ନିଜ ଅଞ୍ଚଳରେ ଆଗରପଡା-ବରପଦା କୁ ସଂଯୋଗ କରୁଥିବା (ଜାମ୍ବଣୀ) ଛକ ଠାରେ ଏକ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ କରିଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଛନ୍ତି।