This browser does not support the video element.
ଲାଞ୍ଜିଗଡ: କିଡିଙ୍ଗ ଛକରେ ଠିଆ ହୋଇଥିବା ଟ୍ରକକୁ ପଛରେ ପିଟିଲା ଟ୍ରଲର
Lanjigarh, Kalahandi | Aug 24, 2025
ଭବାନୀପାଟଣା ଓ ବିଶାଖାପାଟଣାକୁ ସଂଯୋଗ କରୁଥିବା ଛ ନମ୍ବର ରାଜ୍ୟ ରାଜପଥ କିଡିଙ୍ଗ ଠାରେ ମାଲ ବୋଝେଇ ଟ୍ରକ ଓ ଟ୍ରଳର ମଧ୍ୟରେ ଧକ୍କା ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ରାୟପୁର ଠାରୁ ଲୁହା ପୋଲ ବୋଝେଇ ଟ୍ରକ ଟି ବିଶାଖାପାଟଣାକୁ ଯାଉଥିବା ଟ୍ରକଟି କିଡିଙ୍ଗ ଛକରେ ଠିଆ ହୋଇଥିବା ବେଳେ ଆଉ ଏକ ଟ୍ରଲର ଆସି ପଛରେ ଧକ୍କା ଦେଇଥିବା ସୁଚନା। ଏହାର ଖବର ପାଇ ସିକେର କୁପା ଫାଣ୍ଡି ଅଧିକାରୀ ମୁରଲୀ ମୋହନ ପିଡିକା ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ କରୁଥିବା ଜଣାପଡିଛି।