Install App
dhenkanalknagar
This browser does not support the video element.
କାମାକ୍ଷାନଗର: କୁଆଳୁ ଗାଁରେ ବୁଧବାର ୩ଟା ୩୦ରେ ପରିବେଶ ପଂଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ବିଭୁତି ପ୍ରଧାନ
Kamakshyanagar, Dhenkanal | Sep 3, 2025
କୁଆଳୁ ଗାଁରେ ବୁଧବାର ୩ଟା ୩୦ରେ ପରିବେଶ ପଂଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ବିଭୁତି ପ୍ରଧାନ ।ଢେଙ୍କାନାଳ ଜିଲା କୁଆଳୁ ଗାଁରେ ପରିବେଶ ଉପରେ ପରିବେଶ ପଂଚାୟତ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଧାୟକ ବିଭୁତି ପ୍ରଧାନ ଉପସ୍ଥିତ ରହି ପରିବେଶ ଉପରେ ଆଲୋକପାତ କରିଥିଲେ ।ଏଠାରେ ଅଞ୍ଚଳରୁ ବିଭିନ୍ନ ବର୍ଗର ବ୍ୟକ୍ତି ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!