Install App
publicnewskoraput
This browser does not support the video element.
କୋରାପୁଟ ସହର: ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରବିବାର ପୁରସ୍କୃତ ହେବ କୋରାପୁଟ ମୁନସିପାଲଟି କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି ଚେୟାରମେନ
Koraput Town, Koraput | Aug 30, 2025
କୋରାପୁଟ ମୁନସିପାଲଟି ଚଳିତବର୍ଷ ୨୫/୨୬ ରେ ରାଜସ୍ଵ ଆଦାୟରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରାଜ୍ୟ ସ୍ତରୀୟ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ କୋରାପୁଟ ସ୍ଥାନ ପାଇଛି। ରବିବାର ଭୂବନେଶ୍ଵର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ମୁନସିପାଲଟିକୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ଶନିବାର ଅପରାହ୍ନ ୪ଟା ସମୟରେ କାର୍ଯ୍ୟାଳୟରେ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!