Download Now Banner

This browser does not support the video element.

ଖଲ୍ଲିକୋଟ୍: ମା" ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତ ମାନେ ଆଉ ଭୋକିଲା ହୋଇ ଫେରିବେନି, ଆଜି ଠାରୁ ଆରମ୍ଭ ହେଲା ଅନ୍ନ ପ୍ରସାଦ

Khalikote, Ganjam | Sep 8, 2025
ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନେ ଆଉ ଭୋକିଲା ହୋଇ ଫେରିବେନି। ଏଥିନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବଡ ପଦକ୍ଷେପକୁ ଆଜି ଦିନ ଗୋଟାଏ ସମୟରେ ଜିଲ୍ଲା ପ୍ରସାଶନ ପକ୍ଷରୁ କାର୍ଯ୍ୟକାରୀ କରାଯାଇ ଆରମ୍ଭ ହୋଇଛି। ପ୍ରସାଦ ଯୋଗାଣର ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଶୁଭାରମ୍ଭ କରିଛନ୍ତି ଏବଂ ନିଜେ ଭକ୍ତଙ୍କୁ ପ୍ରସାଦ ପରସିଛନ୍ତି।
Read More News
T & CPrivacy PolicyContact Us