Download Now Banner

This browser does not support the video element.

ଧରାକୋଟ: ମାଣିକ୍ୟପୁର ନିକଟରୁ ଗୋଟିଏ କାର ରୁ 24 କେଜି ଗଞ୍ଜେଇ ସହ ଜଣେ ଯୁବକ କୁ ଗିରଫ କଲା ଅବକାରୀ ବିଭାଗ

Dharakote, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମାଣିକ୍ୟପୁର ଗ୍ରାମ ରାସ୍ତାରୁ ଗଞ୍ଜେଇ ଚାଲାଣ ବେଳେ ଗୋଟିଏ କାର ରୁ 24 କେଜି ଗଞ୍ଜେଇ ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି ଅବକାରୀ ବିଭାଗ l ଗିରଫ ଅଭିଯୁକ୍ତ ଶେରଗଡ଼ ଗ୍ରାମର କାହ୍ନୁ ଚରଣ ସାହୁ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଆଜି ଅବକାରୀ ବିଭାଗ ମାଣିକ୍ୟପୁର ଗ୍ରାମ ଛକ ରେ ଗାଡି ଯାଞ୍ଚ ବେଳେ ଗୋଟିଏ କାର ରେ ଗଞ୍ଜେଇ ରହିଥିବା ଦେଖିବାକୁ ପାଇ ଗାଡି ଚାଳକ କୁ ଗିରଫ କରିବା ସହ ଗଞ୍ଜେଇ ଏବଂ କାର କୁ ଜବତ କରାଯାଇଛି l
Read More News
T & CPrivacy PolicyContact Us