Download Now Banner

This browser does not support the video element.

ଲାଞ୍ଜିଗଡ: ଥୁଆମୁଳ ରାମପୁର ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼ା ହେଲା ଜନ ବସତିରୁ ଉଦ୍ଧାର ଭିନ୍ନ ପ୍ରଜାତିର କପର ଟ୍ରିଙ୍କେଟ ସହ ୨ ନାଗ ସାପ

Lanjigarh, Kalahandi | Aug 22, 2025
ଶୁକ୍ରବାର ଅପରାହ୍ନ ସାଢେ ୫ଟା ବେଳେ ଥୁଆମୁଳ ରାମପୁର ଜଙ୍ଗଲରେ ଛଡା ହେଲା ବିଭିନ୍ନ ଜନ ଜନ ବସ୍ତିରୁ ଉଦ୍ଧାର ହେଇଥିବା ଏକ ଭିନ୍ନ ପ୍ରଜାତିର କପର ଟ୍ରିଙ୍କେଟ ବା ବଣ ସୁନ୍ଦରୀ ପ୍ରଜାତିର ସାପ ସହ ୨ନାଗ ସାପ .ସୂଚନା ଅନୁସାରେ ପଣ୍ଡରାପଲାର ସନ୍ଥ ମାଝୀଙ୍କ ଘରେ ଏକ ଭିନ୍ନ ପ୍ରଜାତିର ସାପ ଦେଖି ପରିବାର ଲୋକ ଭୟଭୀତ ହେଇଯାଇଥିଲେ . ସେମାନେ ଏଭଳି ସାପ ପୂର୍ବରୁ ଦେଖିନଥିଲେ . ତେଣୁ ଭୟଭୀତ ହେଇ ଅଂଚଳର ବରିଷ୍ଠ ତଥା ଅଭିଜ୍ଞ ସାପ ଉଦ୍ଧାରକାରୀ ବିରେନ୍ଦ୍ର ସାହୁଙ୍କ ସହ ଯୋାଋ କରିଥିଲେ . ବିରେନ୍ଦ୍ର ଏହି ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
Read More News
T & CPrivacy PolicyContact Us