Download Now Banner

This browser does not support the video element.

ଅନୁଗୋଳ: ଛେଣ୍ଡିପଦା ହନୁମାନ ମନ୍ଦିର ନିକଟରେ ଅଟୋ ଓଲଟି ତିନି ଗୁରୁତର

Anugul, Angul | Sep 8, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ହନୁମାନ ମନ୍ଦିର ନିକଟରେ ଦୁର୍ଘଟଣାରେ ୩ ଗୁରୁତର ହୋଇଛନ୍ତି।ଗୁରୁତର ମାନେ ହେଲେ ରେଢ଼ାଖୋଲ ଓ ରିଆମାଳ ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।
Read More News
T & CPrivacy PolicyContact Us