This browser does not support the video element.
ବୌଦ୍ଧ ସଦର: ବହିରା ନିକଟରୁ ଦେଶୀ ମଦ ଜବତ ଅଭିଯୁକ୍ତ ଗିରଫ
Baudh Sadar, Boudh (Bauda) | Aug 30, 2025
ଦେଶୀ ମଦ ଜବତ ଅଭିଯୁକ୍ତ ଗିରଫ ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ବାଉଁଶୁଣି ଥାନା ବହିରା ଗ୍ରାମରୁ ନବଘନ ନାଏକ ନିକଟରୁ ୨0 ଲିଟର ଦେଶୀ ମଦ ଜବତ କରିବା ସହ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଏସ ଆଇ ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି