Download Now Banner

This browser does not support the video element.

ତଲସରା: ବଡ଼ଗାଁ ନର୍ସିଂ କଲେଜ ପ୍ରାଙ୍ଗଣରେ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସାଇ ସଙ୍କଳ୍ପ ସମାରୋହ ଅନୁଷ୍ଠିତ

Talasara, Sundargarh | Sep 7, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ନର୍ସିଂ କଲେଜ ପ୍ରାଙ୍ଗଣରେ ଆଜି ସତ୍ୟସାଇ ସେବା ସଂଗଠନ ସୁନ୍ଦରଗଡ଼ ଆନୁକୁଲ୍ୟରେ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସାଇ ସଙ୍କଳ୍ପ ସମାରୋହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଂଗଠନ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।ଏ‌ହି କାର୍ଯ୍ୟକ୍ରମ ରେ ପରସ୍ପରକ ଆନ୍ତରିକ ସାମାଜିକ ଜୀବର ଶୈଳୀ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି।
Read More News
T & CPrivacy PolicyContact Us