This browser does not support the video element.
ରାୟଗଡା: ଓଡ଼ିଶା ଅମଲା ସଂଘ ରାୟଗଡ଼ା ଜିଲ୍ଲା ଶାଖାର କର୍ମକର୍ତ୍ତା ଚୟନ
Rayagada, Rayagada | Feb 16, 2025
ରବିବାର ପୂର୍ବାହ୍ନରେ ଓଡ଼ିଶା ଅମଲା ସଂଘ ରାୟଗଡ଼ା ଜିଲ୍ଲା ଶାଖାର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି। ନିର୍ବାଚନରେ ୨୫୪ ଜଣ ମତଦାନ କରିଥିଲେ।ମନୋଜ କୁମାର ରଥ ସଭାପତି,ଅଜୟ କୁମାର ନାୟକ ସଂପାଦକ, ରବିନାରାୟଣ ପାଟଯୋଶୀ ଉପସଭାପତି,ଯୁଗ୍ମ ସମ୍ପାଦକ ଶ୍ରୀମତୀ ବବିତା ପଣ୍ଡା ଓ କୋଷାଧ୍ୟକ୍ଷ ଭାବେ ଗଦାଧର ପାତ୍ର ଏବଂ ଗୁଣପୁର ଶାଖା ପାଇଁ ବଳରାମ ଭୂୟାଁ ମଧ୍ୟ ନିର୍ବାଚିତ ହୋଇଛନ୍ତି। ରାଜସ୍ୱ ସେବା ଅଧିକାରୀ ଅରୁଣ କୁମାର ପାଢୀ ନିର୍ବାଚନ ପରିଚାଳନା କରିଥିଲେ।