Download Now Banner

This browser does not support the video element.

ଦେବଗଡ: କେନ୍ଦେଇଜୁରୀ ଗ୍ରାମରେ ଗୋମାଂସକୁ କେନ୍ଦ୍ର କରି ସଙ୍ଘବଦ୍ଧ ହତ୍ୟା ଘଟଣାରେ ୬ ଜଣ ହତ୍ୟାକାରୀ ଗିରଫ

Debagarh, Debagarh (Deogarh) | Sep 5, 2025
ଗୋମାଂସକୁ କେନ୍ଦ୍ର କରି ସଙ୍ଘବଦ୍ଧ ହତ୍ୟା ଘଟଣାରେ ୬ ଜଣ ହତ୍ୟାକାରୀ ଗିରଫ । ଦେବଗଡ ଜିଲ୍ଲା ରିଆମାଳ ଥାନା କେନ୍ଦେଇଜୁରୀ ଗ୍ରାମରେ ଗତ ବୁଧବାର ସଙ୍ଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ । ସଙ୍ଘବଦ୍ଧ ଆକ୍ରମଣରେ ତେରେଣ୍ଡାକଟା ଗ୍ରାମର କିଶୋର ଚମାରଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦେଇଜୁରୀ ଗ୍ରାମର ଗୌତମ ନାଏକ ଆହତ ହୋଇଥିଲେ । ଗୌତମ ଏବଂ କିଶୋର ଅନ୍ୟ କିଛି ସହଯୋଗୀଙ୍କ ସହିତ କେନ୍ଦେଇଜୁରୀ ଗ୍ରାମରେ ଗୋମାଂସ କାଟୁଥିଲେ । ସୂଚନା ପାଇ କେନ୍ଦେଇଜୁରୀ ଗ୍ରାମବାସୀ ଚଢଉ କରିବା ସହିତ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ।
Read More News
T & CPrivacy PolicyContact Us