Download Now Banner

This browser does not support the video element.

ଦେବଗଡ: ରିଆମାଳ କଲ୍ୟାଣ ମଣ୍ଡପରେ ଜିଲ୍ଲା ଔଷଧ ବ୍ୟବସାୟୀ ସଙ୍ଘର ବୈଠକ ଓ କର୍ମକର୍ତା ଚୟନ

Debagarh, Debagarh (Deogarh) | Sep 7, 2025
ରିଆମାଳ କଲ୍ୟାଣ ମଣ୍ଡପରେ ଆଜି ଦିନ ପ୍ରାୟ ୨ ପର୍ଯ୍ୟନ୍ତ ଦେବଗଡ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ତ୍ରୟ ବାର୍ଷୀକ ବୈଠକ ସହିତ ସାଂଗଠନିକ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନର ଉପସଭାପତି ତଥା ଝାରସୁଗୁଡା ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ଉପସଭାପତି ଜୟନ୍ତ ଦିକ୍ଷୀତ ଏବଂ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନର ଯୁଗ୍ମ ସମ୍ପାଦକ ତଥା ବଲାଙ୍ଗୀର ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ସଭାପତି ଲୋଟସ ଷଡଙ୍ଗୀ ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us