Download Now Banner

This browser does not support the video element.

କାମାକ୍ଷାନଗର: ଯନ୍ତାରୀବୋଲ ଗାଁରେ ସୋମବାର ୧୦ଟାରେ ଅଗ୍ନିକାଣ୍ଡ ଜଳିଗଲା ୪ବଖରା ଘର

Kamakshyanagar, Dhenkanal | Sep 8, 2025
ଯନ୍ତାରୀବୋଲ ଗାଁରେ ସୋମବାର ୧୦ଟାରେ ଅଗ୍ନିକାଣ୍ଡ ଜଳିଗଲା ୪ବଖରା ଘର ।ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଯନ୍ତାରୀବୋଲ ଗାଁର ମୁନି ନାୟକଙ୍କ ଘରେ କୌଣସି କାରଣ ପାଇଁ ଅଗ୍ନିକାଣ୍ଡ ଘଟି ଜଳିଗଲା ୪ବଖରା ଘର ।ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଯାଇ ନିଆଁକୁ କଲା ଆୟତ ।
Read More News
T & CPrivacy PolicyContact Us