Download Now Banner

This browser does not support the video element.

ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକର ଲ୍ୟାମ୍ପସ୍ ରେ ପହଞ୍ଚିଲା ସାର, ଚାଷୀ କୂଳ ଆଶ୍ବସ୍ତ, ନନ୍ଦପୁର ଲ୍ୟାମ୍ପସ ସଭାଗୃହରେ ସାର ବିତରଣ ଉପରେ ବିସ୍ତୃତ ବିଚାର

Pottangi, Koraput | Sep 12, 2025
lଆଜି ଅର୍ଥାତ୍ ଶୁକ୍ରବାର ବିଭିନ୍ନ ପଞ୍ଚାୟତ ଓ ସମିତି ଅଧୀନସ୍ଥ ପାଡୁଆ ଓ ନନ୍ଦପୁର ଲ୍ୟାମ୍ପ ସ୍ ଗୁଡିକରେ ସରକାରୀ ସାର ଟ୍ରକ୍ ପହଞ୍ଚିବାରୁ କୃଷକମାନେ ବ୍ୟାପକ ଆଶ୍ବସ୍ତ ହୋଇଛନ୍ତି। ନନ୍ଦପୁର ଉପଖଣ୍ଡରେ ନନ୍ଦପୁର ଲାମ୍ପ ଲାଗି ୯୦୦ କୁଇଣ୍ଟାଲ ପାଡୁଆ ଲ୍ୟାମ୍ପସ ଲାଗି ୨୨୫ କୁଇଣ୍ଟାଲ ସାର ପହଁଚିଥିବା ଖବର ମିଳିଛି। ଏହି ପରିପ୍ରେକ୍ଷୀରେ ନନ୍ଦପୁର ଲ୍ୟାମ୍ପସ ସଭାଗୃହରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ସୁରେଶ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୋର୍ଡ ଅଫ ଡାଇରେକ୍ଟରସ୍ ସାର ବିତରଣ ଉପରେ ବିସ୍ତୃତ ବିଚାର ବିମର୍ଶ ହୋଇଥିବା ସଂଧ୍ଯା ୬ଟା ସମୟରେ ସୂଚନା।
Read More News
T & CPrivacy PolicyContact Us