This browser does not support the video element.
ଲାଞ୍ଜିଗଡ: ବେନଗାଁ ଡାକ୍ତରଖାନା ଠାରେ ବିକାଶ ସାମ୍ମୁଖ୍ୟ ସଭା ଅନୁଷ୍ଠିତ
Lanjigarh, Kalahandi | Sep 13, 2025
ବେନଗାଁ ଡାକ୍ତରଖାନା ଠାରେ ବିକାଶ ସାମ୍ମୁଖ୍ୟ ସଭା ଅନୁଷ୍ଠିତ ସରକାରଙ୍କ ପ୍ରଚାର ପ୍ରଶାରର ଅଭାବ ହେତୁ ସରକାର ସ୍ତର ହେଉ ଅବା ବେସରକାରୀ ସ୍ତର ହେଉ ସମସ୍ତ ପ୍ରକାର ବିକାଶ ମୁଖି ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁନାହିଁ।ଏହି ଭଳି ବିକାଶ ମୁଖି ଯୋଜନା କିଭଳି ଭାବରେ ଜନତାଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସରକାର ଅନେକ ପଦକ୍ଷେପ ଆପଣାଇଛନ୍ତି। ସେବାଜଗତ ସଂସ୍ଥା ତରଫରୁ ବେନଗାଁ ଡାକ୍ତରଖାନା ଠାରେ ଶଙ୍କର ସୁନାଙ୍କ ନେତୃତ୍ୱରେ ଲାଞ୍ଜିଗଡ଼ ଉପାନ୍ତ ଅଞ୍ଚଳରେ କିପରି ସ୍ୱାସ୍ଥ୍ୟ,ଶିକ୍ଷା, ଗମନା ଗମନର ସୁବିଧା ହୋଇପାରିବ ତାହା ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।ଏ