Download Now Banner

This browser does not support the video element.

ବିଞ୍ଝାରପୁର: କନ୍ତିଆ ଗ୍ରାମର ପୂର୍ବତନ ସେନା ଅଧିକାରୀଙ୍କୁ ଆକ୍ରମଣ,ବିଂଝାରପୁର ଥାନା ଅଧିକାରୀଙ୍କୁ ଭେଟିଲେ ଅବସରପ୍ରାପ୍ତ ସେନା ଅଧିକାରୀ ସଙ୍ଘ ସଦସ୍ୟ

Binjharpur, Jajpur | Sep 9, 2025
କନ୍ତିଆ ଗ୍ରାମର ସେନା ଅଧିକାରୀଙ୍କୁ ମରଣଆତ୍ମା ଆକ୍ରମଣ,କାର୍ଯ୍ୟନୁଷ୍ଠାନ ଦାବିରେ ବିଂଝାରପୁର ଥାନା ଅଧିକାରୀଙ୍କୁ ଭେଟିଲେ ଅବସରପ୍ରାପ୍ତ ସେନା ଅଧିକାରୀ ସଙ୍ଘ l କନ୍ତିଆ ଗାଁର ଜନୈକ ପୂର୍ବତନ ସେନା ଅଧିକାରୀଙ୍କୁ ସେ ଅଂଚଳର କିଛି ଲୋକ କୌଣସି ଘଟଣାକୁ ନେଇ ଆକ୍ରମଣ କରିଥିଲେ l ତେବେ ଏହି ଆକ୍ରମଣକୁ ଅନେକ ସମୟ ବିତିଗଲାଣି l ମାତ୍ର ଅଭିଯୁକ୍ତ ମାନେ ଗିରଫ ହେଲେନାହିଁ l ସେପଟେ ଏହି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଅବସରପ୍ରାପ୍ତ ସେନା ଅଧିକାରୀ ସଙ୍ଘରର ସଦସ୍ୟ ମାନେ ବିଂଝାରପୁର ଥାନାରେ ପହଂଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି
Read More News
T & CPrivacy PolicyContact Us