Download Now Banner

This browser does not support the video element.

କେନ୍ଦ୍ରାପଡା: ଅଭୟଦଣ୍ଡା ରାସ୍ତା ଦୂରlବସ୍ଥା ନେଇ କଳସପୁରରେ ପ୍ରତିକ୍ରିୟା ରଖିଲେ ସରପଞ୍ଚ ସୁଧୀର ଚନ୍ଦ୍ର ମଲିକ

Kendrapara, Kendrapara | Aug 24, 2025
ଆଳି ବ୍ଲକ ଅନ୍ତର୍ଗତ ଅଭୟଦଣ୍ଡା ଗ୍ରାମରେ ରାସ୍ତାର ଦୁରlବସ୍ଥା ନେଇ ବାରମ୍ବାର ସମାଲୋଚନାର ଶିକାର ହେବାପରେ ଶେଷରେ ମୁହଁ ଖୋଲିଛନ୍ତି ସରପଞ୍ଚ ସୁଧୀର ମଲିକ l ରାସ୍ତା ପାଇଁ ଜିଲା ପରିଷଦ ପାଣ୍ଠି ମଞ୍ଜୁର ହୋଇଛି l ପ୍ରତିକୂଳ ପାଗ ଯୋଗୁଁ ରାସ୍ତା ଅଟକିଛି l ପାଗ ଅନୁକୂଳ ହେଲେ ରାସ୍ତା କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସରପଞ୍ଚ ସୁଧୀର ମଲିକ କଳସପୁରରେ ପ୍ରତିକ୍ରିୟା ରଖିଛନ୍ତି l
Read More News
T & CPrivacy PolicyContact Us