Download Now Banner

This browser does not support the video element.

କଣ୍ଟାମାଳ: ବଡ଼କୁସଙ୍ଗ ଗ୍ରାମର ଅଜଣାଗାଡି ଧକ୍କାମୃତ୍ୟୁ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିପପାଣ୍ଟି ରୁ ମୃତ୍ୟୁ ପରିବାର ଲୋକଙ୍କୁ 4ଲକ୍ଷ ସହାୟତା ପ୍ରଦାନ

Kantamal, Boudh (Bauda) | Sep 12, 2025
ମୁଖ୍ୟମନ୍ତ୍ରୀ ରିଲିପପାଣ୍ଟି ରୁ ମୃତ୍ୟୁ ପରିବାର ଲୋକଙ୍କୁ 4ଲକ୍ଷ ସହାୟତା ପ୍ରଦାନ କଣ୍ଟାମାଲ ବ୍ଲକ ବଡ଼କୁସଙ୍ଗ ଗ୍ରାମର ଦୟାନିଧି ରଣା ଙ୍କ ଅଜଣା ଗାଡି ଧକ୍କା ରେ ମୃତ୍ୟୁ ହୋଈଥିଲା ଫଳରେ ମୁଖ୍ୟମନ୍ତ୍ରୀ ରିଲିପ ପାଣ୍ଡିରୁ ପରିବାର ଲୋକଙ୍କୁ 4ଲକ୍ଷ ଟଙ୍କାର ସହାୟତା ରାଶି କଣ୍ଟାମାଲ ବିଧାୟକ କହେଁଇ ଚରଣ ଡାଙ୍ଗ କେକଟି ପ୍ରଦାନ କରିଛନ୍ତି I ଏହି ପ୍ରଦାନ ସମୟରେ କଣ୍ଟାମାଲ ତହସିଲଦାର ଉପସ୍ଥିତ ଥିଲେ I
Read More News
T & CPrivacy PolicyContact Us