Download Now Banner

This browser does not support the video element.

କେନ୍ଦୁଝର ସହର: ରାଜ୍ୟସଭା ସାଂସଦ ମମତା ମହାନ୍ତ ଙ୍କ ଦ୍ଵାରା ପାଟଣା ଠାରେ ଶହୀଦ ରଘୁନାଥ ମାହାତୋ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ

Kendujhar Town, Kendujhar | Aug 28, 2025
ରାଜ୍ୟସଭା ସାଂସଦ ମାନନୀୟା ଶ୍ରୀ ମତୀ ମମତା ମହାନ୍ତ ଙ୍କ ଦ୍ଵାରା ଶହୀଦ ରଘୁନାଥ ମାହାତୋ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏଥିରେ ବହୁ ଅନ୍ୟାନ୍ୟ ଲୋକ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us