Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବରେଇପାଲି ଥାନା ଅନ୍ତର୍ଗତ ନୂଆପଡା ରୁ ଏକ ହତ୍ୟା ଘଟଣା ରେ ଫେରାର ଥିବା ପୁରୁଣା ୱାରେଣ୍ଟି ଗିରଫ

Sambalpur M, Sambalpur | Sep 3, 2025
ବରେଇପାଲି ଥାନା ଅନ୍ତର୍ଗତ ନୂଆପଡା ରୁ ଏକ ହତ୍ୟା ଘଟଣା ରେ ଫେରାର ଥିବା ପୁରୁଣା ୱାରେଣ୍ଟି ଗିରଫ l ଗିରଫ ଅଭିଯୁକ୍ତ ଜଣକ ହେଲେ ଶୁକଦେବ ସୁନା l ମିଳିଥିବା ସୂଚନା ଅନୁଯାୟୀ ଗତ 2023 ରେ ଏକ ହତ୍ୟା ଘଟଣା ରେ ଉକ୍ତ ଅଭିଯୁକ୍ତ ଜଣକ ଫେରାର ଥିଲା l ପୋଲିସ ଉକ୍ତ ଅଭିଯୁକ୍ତ କୁ ଗିରଫ ପରେ ଆଜି ଦିନ 3ଟାରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us