Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ତରଫରୁ ଦୁଇ ଦିବସୀୟ ଜାତୀୟ କର୍ମଶାଳା ଅନୁଷ୍ଠିତ

Sambalpur M, Sambalpur | Aug 24, 2025
ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ତରଫରୁ ଦୁଇ ଦିବସୀୟ ଜାତୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାର ଶୀର୍ଷକ ଥିଲା 'large-scale data analysis with special focus on NSS Data'। କର୍ମଶାଳା ର ଉଦ୍ଘାଟନୀ ଉତ୍ସବରେ ଡ଼ ଉମା ଚରଣ ପତି ସ୍ବାଗତ ଭାଷଣ ପ୍ରସ୍ତୁତ କରିଥିଲେ। ପ୍ରଫେସର ସଂଯୁକ୍ତା ଦାସ ମହୋଦୟା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ ସମୟରେ ତଥ୍ୟର ଆବଶ୍ୟକତା ଓ ବ୍ୟବହାରିକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୧୨୨ ଜଣ ଛାତ୍ର ଛାତ୍ରୀ, ରିସର୍ଚ୍ଚ ସ୍କୋଲାର , ଅଧ୍ୟାପକ ମାନେ ଯୋଗଦାନ କରିଥିଲେ।
Read More News
T & CPrivacy PolicyContact Us