Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ପୁଣି ଖୋଲିଲା ହୀରାକୁଦ ଜଲଭଣ୍ଡାର ଦୁଇଟି ସୁଇସ ଗେଟ

Sambalpur M, Sambalpur | Sep 2, 2025
ପୁଣି ଖୋଲିଲା ହୀରାକୁଦ ଜଲଭଣ୍ଡାର ଦୁଇଟି ସୁଇସ ଗେଟ l ଦିନ 3 ଟା ସୁଦ୍ଧା ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଖୋଲିଲା ହୀରାକୁଦ ର ଗେଟ l ବର୍ତ୍ତମାନ ହୀରାକୁଦ ହାଲଭଣ୍ଡାର ରେ ଜଲସ୍ତର 626.43 ଫୁଟ ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 80,118 କ୍ୟୁସେକ ଜଳ ପ୍ରବେଶ କରୁଛି l ସେହିପରି ଜଲଭଣ୍ଡାର ରୁ ପ୍ରତି ସେକେଣ୍ଡ ରେ 68,680 କ୍ୟୁସେକ ଜଳ ନିଷ୍କାସନ କରାଯାଉଛି l
Read More News
T & CPrivacy PolicyContact Us