Download Now Banner

This browser does not support the video element.

କାମାକ୍ଷାନଗର: କାମାକ୍ଷାନଗର ଏନଏସି ତରଫରୁ ରବିବାର ୧୦ଟା ୩୦ରେ ସାରଙ୍ଗଧର ପ୍ରେକ୍ଷାଳୟରେ ସ୍ୱାୟତ ଶାସନ ଦିବସ ପାଳିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା

Kamakshyanagar, Dhenkanal | Aug 31, 2025
କାମାକ୍ଷାନଗର ଏନଏସି ତରଫରୁ ରବିବାର ୧୦ଟା ୩୦ରେ ସାରଙ୍ଗଧର ପ୍ରେକ୍ଷାଳୟରେ ସ୍ୱାୟତ ଶାସନ ଦିବସ ପାଳିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା ।ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ତରଫରୁ ସାରଙ୍ଗଧର ପ୍ରେକ୍ଷାଳୟରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇ ଯାଇଛି ।ଏଠାରେ ଅତିଥି ଭାବରେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା,ଉପଜିଲ୍ଲାପାଳ ଦିନମଣି ନାଏକ,ତହସିଲଦାର ଶୁଭଙ୍କର ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us