Download Now Banner

This browser does not support the video element.

ଲଇକେରା: ଥାନା ଅଧୀନ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ

Laikera, Jharsuguda | May 14, 2024
ଝାରସୁଗୁଡ଼ା ଜିଲ୍ଲା ପୋଲିସ ତରଫରୁ ଆଜି ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଲଇକେରା ପୋଲିସ ଷ୍ଟେସନ ଅନ୍ତର୍ଗତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆସନ୍ତା କୋଡିଏ ତାରିଖରେ ହେବା କୁ ଥିବା ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ଅବାଧ ନିରପେକ୍ଷ ନିର୍ବାଚନ ଶେଷ କରିବା ଉଦ୍ଧେଶ୍ୟରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଲଇକେରା ଥାନା ଅନ୍ତର୍ଗତ ଭୀମଜୋର,ଦୁଲେସରା,ସୁଲେହି,ଚନ୍ଦରପୁର, ବାଗଡ଼ିହି, ଲଇକେରା ମାର୍କେଟ ଆଦି ଅଞ୍ଚଳରେ ଏହି ପ୍ଲାଗ ମାର୍ଚ୍ଚ କରାଯାଇଥିଲା।
Read More News
T & CPrivacy PolicyContact Us