Download Now Banner

This browser does not support the video element.

ଭୋଗରାଇ: ଗାଁ ମୁହାଁ ହେଉଛି ସୁବର୍ଣ୍ଣରେଖା, ଭୋଗରାଇ ରେ ବିଭିନ୍ନ ଗାଁ ଏବେ ବିପଦରେ , ଭୋଗରାଇ ଠାରେ ପ୍ରତିକ୍ରିୟା ରଖି ସମାଧାନ ପାଇଁ ଦାବୀ ।

Bhograi, Balasore | Sep 12, 2025
ସୁବର୍ଣ୍ଣରେଖା ରେ ଛଅ ଛଅ ଥର ବନ୍ୟା ଆସିବା ପରେ ଏକ କିଲୋମିଟର ରୁ ଅଧିକ ନଦୀ ବନ୍ଧ ଧୋଇ ହୋଇ ଯାଇଛି । ଯାହା ଫଳରେ ତିନେଟି ଗାଁ ଏବେ ବିପଦରେ । ଭୋଗରାଇ ବ୍ଳକ କମର୍ଦା ଥାନା ଅନ୍ତର୍ଗତ ମିଆଁପାଟଣା ,ହରଣକୁଲି ,ଆରୁହାବୁର୍ତ୍ତି ଗାଁ ଲୋକ ବିପଦରେ। ଗ୍ରାମର ଲୋକଙ୍କ କହିବା କଥା ହୋଉଛି ।ରାଜ୍ୟ ସରକାର ନଦୀ ବନ୍ଦକୁ ସୁରକ୍ଷା ଦେବା ପାଇଁ ନଦୀରେ ପଥର ବନ୍ଧ ନିର୍ମାଣ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମାତ୍ର କିଛି ବାଲି ବିକ୍ରେତା ମାନେ ନଦୀବନ୍ଧକୁ କାଟିବା ସହିତ ନଦୀରୁ ପ୍ରତ୍ୟେକ ଦିନ ଦୁଇଶହ ରୁ ଅଧିକ ଟ୍ରିପ ବାଲି ଉଠାଇବା ଫଳରେ ଏଭଳି ହେଉଛି ।
Read More News
T & CPrivacy PolicyContact Us