Download Now Banner

This browser does not support the video element.

କୋରେଇ: କୋରେଇ ବ୍ଲକର ଅଂଚଳର ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ମହାନବମୀ ପୂଜା ଆରମ୍ଭ,ମା ଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଭକ୍ତ

Korai, Jajpur | Oct 1, 2025
କୋରେଇ ବ୍ଲକର ଅଂଚଳର ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ମହାନବମୀ ପୂଜା ଆରମ୍ଭ,ମା ଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଭକ୍ତ l ଆଜି ପ୍ରତେକ ପୂଜା ମଣ୍ଡପରେ ଆରମ୍ଭ ହେଇଛି ମା ଦୁର୍ଗାଙ୍କ ମହାନବମୀ ପୂଜା l ଏହି ପରିପକ୍ଷରେ ଆଜି କୋରେଇ ବ୍ଲକ ଓ ବ୍ୟାସନଗର ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ସନ୍ଧି ପୂଜା ଅନୁଷ୍ଠିତ ହେଇଯାଇଛି l ଏଥସହିତ ରୀତିନୀତି ଅନୁଯାୟୀ ପୂଜକ ମାନେ ମହାନବମୀ ପୂଜା ଆରମ୍ଭ କରିଛନ୍ତି l ସେପଟେ ଆଜି ମା ଦୁର୍ଗାଙ୍କ ମହାନବମୀ ପୂଜା ଥିବାରୁ ଭକ୍ତ ମାନେ ପ୍ରତେକ ମଣ୍ଡପକୁ ଯାଇ ପୂଜାର୍ଚନା କରିବା ସହିତ ଆଶିଷ ଲାଭ କରୁଛନ୍ତି l
Read More News
T & CPrivacy PolicyContact Us