This browser does not support the video element.
ଅମ୍ବାଭୋନା: ଗଙ୍ଗେଇ ଧାନମଣ୍ଡି ପରିସରରେ ଆଜି ବାବା କେଦାରନାଥ ଉଠାଜଳସେଚନ ପାଣିପଞ୍ଚାୟତ ସଂଘ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ, ଯୋଗଦେଲେ ଭଟଲୀ ବିଧାୟକ
Ambabhona, Bargarh (Baragarh) | Oct 3, 2025
ଭଟଲି ବ୍ଲକ ଏବଂ ଅମ୍ବାଭୋନ ବ୍ଲକ ମିଳିତ ଆନୁକୂଲ୍ୟ ରେ ଅମ୍ବାଭୋନା ବ୍ଲକ ଗଂଗେଇ ଗ୍ରାମ ନିକଟସ୍ଥ ଧାନମଣ୍ଡି ପରିସରରେ ଜୟ ବାବା କେଦାରନାଥ ଉଠାଜଳ ସେଚନ ପାଣିପଞ୍ଚାୟତ ସଂଘ ର ନୂଆଁଖାଇ ଭେଟଘାଟ ଆଜି 11 AM ରୁ 2 PM ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ ଯୋଗଦେଇଥିଲେ । କୃଷ୍ଣଚନ୍ଦ୍ର ବାରିକଙ୍କ ସଭାପତିତ୍ବ ରେ ସଭାରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ସୂର୍ୟନାରାୟଣ ତ୍ରିପାଠୀ , ଉଦ୍ୟାନ କୃଷି ଅଧିକାରୀ ଭାବ ବଞ୍ଛୋର, କୃଷି ବିଭାଗ ଅଧିକାରୀ ସମ୍ଭୁନାଥ ବଘେଲ ଓ ଅନ୍ଯାନ୍ଯ ଅତିଥି ଗଣ ଉପସ୍ଥିତ ଥିଲେ