This browser does not support the video element.
କେନ୍ଦ୍ରାପଡା: ଲଗାଣ ବର୍ଷାରେ ବଡମଠ ଗ୍ରାମର ସନ୍ଧ୍ୟରାଣୀ ସେଠୀଙ୍କ ଭାଙ୍ଗିଲା ଘର
Kendrapara, Kendrapara | Aug 26, 2025
ମହାକାଳପଡା ବ୍ଲକ ବାରଡାଙ୍ଗ ପଞ୍ଚାୟତ ବଡମଠ ଗ୍ରାମର ସନ୍ଧ୍ୟରାଣୀ ସେଠୀ କର ଲଗାଣ ବର୍ଷାରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସିଏ ଜଣେ ଅସହା ବିଧବା ମହିଳା ତାଙ୍କର ୨କୁନି ଝିଅ ଅଛନ୍ତି। ତାଙ୍କୁ ପ୍ରଶାସନ ତରଫରୁ ପାଲ ଖାଦ୍ୟ ଯୋଗାଇ ଦେବାକୁ ଅୁନୁରୋଧ କରାଯାଇଛି l