Download Now Banner

This browser does not support the video element.

କୋରାପୁଟ ସହର: ମାଛକୁଣ୍ଡ ଡି ଡ୍ୟାମରୁ ତିନୋଟି ଗେଟ୍ ଖୋଲି ୧୮ ହଜାର କ୍ୟୁସେକ ଜଳ ନିଷ୍କାସିତ

Koraput Town, Koraput | Aug 27, 2025
ଲଘୁଚାପ ପ୍ରଭାବରେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳ ଭଣ୍ଡାରର ବଢୁଛି ଜଳସ୍ତର। ମାଛକୁଣ୍ଡ ଡି ଡ୍ୟାମର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୨୫୯୦ ଘନଫୁଟ ଥିବା ବେଳେ ଜଳସ୍ତର ୨୫୮୭ ଘନଫୁଟରେ ପହଞ୍ଚିଛି।  ମାଛକୁଣ୍ଡ ଡି ଡ୍ୟାମରୁ ତିନୋଟି ଗେଟ୍ ଖୋଲି ୧୮ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ଅପରାହ୍ନ ୪ଟା ସମୟରେ ତ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପଟେ ତଳୁଆ ଅଞ୍ଚଳକୁ ସତର୍କ କରାଯାଇଛି କୌଣସି ସ୍ଥିତିରେ ନଦୀରେ ମାଛ ନଧରିବା ସହ ନଦୀ କୂଳରେ ଥିବା ଗ୍ରାମକୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।
Read More News
T & CPrivacy PolicyContact Us