Download Now Banner

This browser does not support the video element.

ଖରିଆର: ବୋଡ଼େନ ବ୍ଲକ ଅଞ୍ଚଳରେ ବିଦ୍ୟାଦାତା ଗଣେଷଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ

Khariar, Nuapada | Aug 27, 2025
ବିଦ୍ୟାଦାତା ଗଣେଶଙ୍କ ପୂଜା ବୋଡ଼େନ ବ୍ଲକ ଅଞ୍ଚଳରେ ବର୍ଷ ଉଲ୍ଲାସର ସହିତ ଆଜି ୪ ଟା ଯାଏଁ ପାଳିତ ହୋଇଯାଇଛି। ଅଞ୍ଚଳର ସମସ୍ତ ବିଦ୍ୟାଳୟ, ସରକାରୀ ବେସରକାରୀ କାର୍ଯ୍ୟାଳୟ, କ୍ଳବ, ଅନୁଷ୍ଠାନ ମାନଙ୍କରେ ଭଗବାନ ଗଣେଶଙ୍କୁ ଶ୍ରଦ୍ଧାର ସହିତ ପୂଜା କରାଯାଇଥିଲା । ବିଭିନ୍ନ ସ୍ଥାନରେ ଗଜାନନଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ ସହ ବିଭିନ୍ନ ରୂପରେ ସଜା ଯାଇଛି। ଅଞ୍ଚଳର ଅନେକ ଗ୍ରାମରେ ଏନେଇ ଭଜନ କୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଉଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us