Download Now Banner

This browser does not support the video element.

କଣ୍ଟାମାଳ: ମନମୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଭାଇଜୁନ୍ତିଆ ଓଷା ପାଳିତ

Kantamal, Boudh (Bauda) | Sep 29, 2025
ଭାଇ ର ମଙ୍ଗଳ କାମନା ପାଇଁ ଭଉଣୀ ମାନେ କରନ୍ତି କୋଠର କାଷ୍ଠା । ସେଇ କାଷ୍ଠା ମଧ୍ୟରୁ ସବୁଠାରୁ ବଡ଼ ବ୍ରତ ହେଉଛି ଭାଇ ଜିଉଁତିଆ l ଏହା ଅଶ୍ୱିନୀ ମାସ ଅଷ୍ଟୀମି ତିଥିରେ ଦିନରେ ହୁଏ l ଦିନ ସାରା ନିଜକୁ ନିଜଳା ଉପବାସ ରହି ଅପରାହ୍ନ ସମୟରେ ସ୍ନାନ କରି ସମସ୍ତ ପ୍ରକାର ଫଳ ମୂଳ, ଲିଆ, ଉଖୁଡା ସାଥିରେ ନେଇ ନିଶାଦ୍ଧ ରାତିରେ ଏକ ମୁଖା ହୋଇ ପୂଜା ସ୍ଥଳୀ କୁ ଯାଇ ଥାନ୍ତି । ସେଠାରେ ସମସ୍ତ ଏକତ୍ରିତ ହୋଇଥିବା ସମସ୍ତ ଭଉଣୀ ମାନେ ଏକାଠି ପୂଜା ଅର୍ଚନା ସହ ଗୀତ ବୋଲିବା ଏବଂ ହୁଳହୁଳି ହରିବଲ ଦେଇ ଭାଇ ର ଶୁଭ କାମନା ପାଇଁ ଡାକିଥାନ୍ତି ମା ଜଗତଜନନୀ ଙ୍କ ସହ ଦେବାଦେବିଙ୍କୁ । ପରବର୍ତୀ ସମୟ
Read More News
T & CPrivacy PolicyContact Us