This browser does not support the video element.
ବୀରମହାରାଜପୁର: ବିନିକା ବ୍ଲକ ସଭାଗୃହରେ ଗୋଷ୍ଠୀ ଜଳ ପରିଚାଳନା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ
Biramaharajpur, Subarnapur (Sonepur) | Aug 26, 2025
ବିନିକା ବ୍ଲକ ସଭଗୃହରେ ଆଜି ଗୋଷ୍ଠୀ ଜଳ ପରିଚାଳନା ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଜିପିଡିଓ ଶରତ ମିଶ୍ର ଅତିଥି ଭାବରେ ଯୋଗଦେଇ ଶିବିରର ଲକ୍ଷ୍ୟ ଉପରେ ବୁଝାଇଥିଲେ l ପ୍ରଶିକ୍ଷକ ଭାବରେ ବିଆରସି ବିବେକାନନ୍ଦ ପଣ୍ଡା ଏବଂ ନୀଳାମ୍ବର ପଣ୍ଡା ଯୋଗଦେଇ ଜଳ ପରିଚାଳନା ଉପରେ ତାଲିମ ପ୍ରଦାନ କରିଥିଲେ l ଏହି ଶିବିରକୁ ନାଏବ ସରପଞ୍ଚ, ଭିଏଦବ୍ଲୁ, ଆଇସି ଡିଏସ। ସୁପର ଭାଇଯର , ସିଆର୍ପି, ଏମ୍ବିକେ, ଏସସିଏମ ଜଳ ଓ ପରିମଳ କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ l