Download Now Banner

This browser does not support the video element.

ପାରଳାଖେମୁଣ୍ଡି: ପର୍ଶୁରାମପୁର୍ ଗ୍ରାମ ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ ରେ ଆଜି ବନ ବିଭାଗ ପକ୍ଷରୁ ଏକ ପେଡ ମାଆ କି ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ

Paralakhemundi, Gajapati | Sep 1, 2025
ପର୍ଶୁରାମପୁର୍ ଗ୍ରାମ ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ ରେ ଆଜି ବନ ବିଭାଗ ପକ୍ଷରୁ ଏକ ପେଡ ମାଆ କି ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ। ଗଜପତି ଜିଲ୍ଲା ପର୍ଶୁରାମପୁର୍ ଗ୍ରାମ ସ୍ଥିତ କେନ୍ଦ୍ରୀୟ ଉଦ୍ୟାନରେ ଆଜି ବନ ବିଭାଗ ପକ୍ଷରୁ ଏକ ପେଡ ମାଆ କି ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଡି ଏଫ୍ ଓ ଶ୍ରୀ କେ ନାଗରାଜୁ ଙ୍କ ତତ୍ତ୍ଵାବଧାନରେ ପି ଏ ଆଇ ଟି ଡି ଏ ଅଂଶୁମାନ ମହାପାତ୍ର, ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ରେଞ୍ଜର ବ୍ରହ୍ମାନନ୍ଦ ସାହୁ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ବନ ବି
Read More News
T & CPrivacy PolicyContact Us