This browser does not support the video element.
ମୋହନା: ଚନ୍ଦ୍ରଗିରି ଗ୍ରାମ ରେ ଆକ୍ଟିଭା ସ୍କୁଟି ରେ ଗୋ ମାଂସ ଚାଲାଣ ବେଳେ ୩୦ କେଜି ମାଂସ ସହ ଜଣେ ଚାଲାଣକାରି ଅଟକ,
Mohana, Gajapati | Sep 18, 2025
ଚନ୍ଦ୍ରଗିରି ଗ୍ରାମ ରେ ଗୋ ମାଂସ ଜବତ ଜଣେ ଅଟକ l ଆକ୍ଟିଭା ସ୍କୁଟି ରେ ଗୋ ମାଂସ ଚାଲାଣ ବେଳେ ୩୦ କେଜି ମାଂସ ସହ ଜଣେ ଚାଲାଣକାରି ଅଟକ, ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଗ୍ରାମରେ।ଆଜି ପୂର୍ବାହ୍ନ ୧୦ ଘଣ୍ଟ ସମୟରେ ସନ୍ଦେହ ରେ ଗ୍ରାମବାସୀ ଏକ ସ୍କୁଟି କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ରେ ସେଥିରେ ଗୋ ମାଂସ ଥିବା ଦେଖିବାକୁ ପାଇଥିଲେ, ମାଂସ ଜବତ କରି ପୋଲିସ ରେ ଜିମା ଦେଇଥିଲେ ସ୍ଥାନୀୟ ଲୋକେ l ଚାନ୍ଦି