Install App
santoshbaral67
This browser does not support the video element.
ପିପିଲି: ଦାଦାବଟିକୁ କେନ୍ଦ୍ର କରି ପାଞ୍ଚ ବାଟିଆ ଗ୍ରାମରେ ଗଣେଶ ମୂର୍ତ୍ତି ଭାଙ୍ଗିବା ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Pipili, Puri | Aug 26, 2025
ଦାଦାବଟିକୁ କେନ୍ଦ୍ରକରି ଡେଲାଙ୍ଗ ଥାନା ପାଞ୍ଚ ବାଟିଆ ଗ୍ରାମରେ ଗଣେଶ ମୂର୍ତ୍ତି ଭାଙ୍ଗିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ମଧ୍ୟାହ୍ନ 12ଟାରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ସେହି ଗ୍ରାମର ମାନସ ପରିଡା ବୋଲି ପୋଲିସ ସୂଚନା ଦେଇଛି। ଗତକାଲି ରାତିରେ ପୋଲିସ ମାନସକୁ ତା ଘରୁ ଗିରଫ କରିଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!