This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଶିଖରଚଣ୍ଡୀ ନିକଟ ବୈଷ୍ଣବୀ ପାଲେସ୍ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ରେ ଅଗ୍ନିଶମ ବାହିନୀ ମୁତୟନ
Bhubaneswar M Corp, Khordha | Sep 3, 2025
ଶିଖରଚଣ୍ଡୀ ନିକଟ ବୈଷ୍ଣବୀ ପାଲେସ୍ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ରେ ଅଗ୍ନିଶମ ବାହିନୀ ମୁତୟନ | ଆପାର୍ଟମେଣ୍ଟ ରେ ଅଗ୍ନିକାଣ୍ଡ। ଶିଖରଚଣ୍ଡୀ ନିକଟ ବୈଷ୍ଣବୀ ପାଲେସ୍ ଆପାର୍ଟମେଣ୍ଟରେ ଆଜି 4.32ରେ ଅଗ୍ନିକାଣ୍ଡ ଘଟିଛି । ଚତୁର୍ଥ ମହଲାରେ ନିଆଁ ଲାଗିଛି। ନିଆଁ ଲାଗି ଜଳି ଯାଇଛି ଆସବାବ ଜିନିଷ। ନିଆଁ ଲିଭାଇବା ପାଇଁ ଜୋରଦାର ଚେଷ୍ଟା କରୁଛି ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ। ଝରକା ଭାଙ୍ଗି ନିଆଁ ଲିଭାଇବାକୁ ଚେଷ୍ଟା। ଗ୍ୟାସ ସିଲିଣ୍ଡର ଥିବାରୁ ସମସ୍ତେ ଆତଙ୍କିତ। ଘଟଣା ସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ। ଘରେ କେହି ନଥିବା ବେଳେ ହେଲା ଅଗ୍ନିକାଣ୍ଡ।