Download Now Banner

This browser does not support the video element.

କଟକ ପୌରାଞ୍ଚଳ: ସିଡିଏ ସେକ୍ଟର ୬ ରୁ ସାଢ଼େ ୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣକୁ ଗିରଫ କରିଛି କଟକ ଜିଲ୍ଲା ଅବକାରୀ ବିଭାଗ

Cuttack M Corp PS, Cuttack | Sep 6, 2025
କଟକ ସିଡିଏ ସେକ୍ଟର ୬ ରୁ ସାଢ଼େ ୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହିତ ଜଣେ ବେପାରୀକୁ ଗିରଫ କରିଛି କଟକ ଜିଲ୍ଲା ଅବକାରୀ ବିଭାଗ। ଗିରଫ ବେପାରୀ ଜଣକ ହେଲା ରାଜୁ ଜେନା। ୬୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଗିରଫ ବେପାରୀକୁ ଶନିବାର ଅପରାହ୍ନ ୪.୩୦ ମିନିଟ ସମୟରେ କୋର୍ଟ ଚାଲାଣ କରାଯାଇଛି। ଆଜି ସକାଳେ ସିଡିଏ ସେକ୍ଟର ୬ ନିକଟ ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟର୍ ନିକଟରେ ବ୍ରାଉନ ସୁଗାର ବିକ୍ରୀ କରିବା ପାଇଁ ଅଭିଯୁକ୍ତ ଜଣକ ଗ୍ରାହକର ଅପେକ୍ଷା କରିବା ପାଇଁ ରେଡ କରିଥିଲା ଅବକାରୀ ବିଭାଗର ଟିମ୍।
Read More News
T & CPrivacy PolicyContact Us