This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ ଟଏଲେଟ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି GRP ପୋଲିସ
Bhubaneswar M Corp, Khordha | Aug 30, 2025
ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ ଟଏଲେଟ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି GRP ପୋଲିସ | ଟ୍ରେନ୍ ଟଏଲେଟରୁ ମୃତଦେହ ଠାବ। ଭୁବନେଶ୍ୱର ରେଳଷ୍ଟେସନ ରେ ଆଜି 10.34ରେ ତିରୁପତି ଏକ୍ସପ୍ରେସରୁ ଯୁବକଙ୍କ ମିଳଛି ମୃତଦେହ । ଯୁବକଙ୍କ ପକେଟରୁ ମିଳିଥିବା ପାନକାର୍ଡରେ ମହମ୍ମଦ ନସିମ ନାଁ ରହିଛି । ଘଟଣା ସ୍ଥଳରେ ଜିଆରପି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ୱର ଷ୍ଟେସନର ଡମ୍ପି ରେ ଠିଆ ହୋଇଥିଲା ଟ୍ରେନ । ମୃତକଙ୍କ ପରିଚୟ ପାଇଁ ଟ୍ରେନ ବାହାରିଥିବା ସ୍ଥାନରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସିସିଟିଭି ଜାଞ୍ଚ କରୁଛି ଜିଆରପି ପୋଲିସ |