This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ହାଇସ୍କୁଲ ଖେଳ ପଡ଼ିଆରେ ଗ୍ରାମୀଣ ଭାରତୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ
Titlagarh, Balangir | Aug 23, 2025
ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଟିଟିଲାଗଡ଼ ଭଲିବଲ ଆସୋସିଏସନ୍ ସଭାପତି ଅରୁଣ କୁମାର ସୁବୁଦ୍ଧି, ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଙ୍କଜ ମେହେର, ଭଲିବଲ ଖେଳାଳୀ ଚଇତନ କୁମାର ଜାଲ, ପି ଇ ଟି ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ , ସମ୍ବଲପୁରର ସମାଜସେବୀ ସନ୍ତୋଷ ବାରିକ ପ୍ରମୁଖ ଯୋଗଦେଇ ଦ୍ଵିପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅବସରରେ ଅତିଥି ମାନେ ଗ୍ରାମୀଣ କ୍ରୀଡା ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ କଣ ସେ ବିଷୟରେ କହିଥିଲେ ଯେ ଗ୍ରାମାଞ୍ଚଳର କ୍ରୀଡାର ବିକାଶ ତଥା ଗ୍ରାମୀଣ ଅଞ୍ଚଳର ଖେଳାଳିଙ୍କ ପ୍ରତିଭା ଜାଣି ତାଙ୍କର